ସମ୍ବଲପୁରରେ ଭିଭିତ୍ସା ୱର୍ଲ୍ଡ ସ୍କୁଲର ଉଦଘାଟନ
ସମ୍ବଲପୁର ଜିଲ୍ଲାର ଭାଲୁଖୁଣ୍ଡା ଅଞ୍ଚଳରେ ଭିଭିତ୍ସା ୱର୍ଲ୍ଡ ସ୍କୁଲର ଶୁଭ ଉଦଘାଟନ ଗୁରୁବାର ହୋଇଛି। ଏହି ଅବସରରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ସହ ସଂଯୁକ୍ତ ଭାବେ ସ୍କୁଲ କ୍ୟାମ୍ପସ୍ର ଉଦଘାଟନ କରିଥିଲେ। ଏହି ନୂତ...